ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତକୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କହିଲେ- ଓଡ଼ିଶା ପଛରେ ପଡ଼ିବାର ମୁଖ୍ୟ କାରଣ କଂଗ୍ରେସ, ରାଜ୍ୟରେ ଲମ୍ବା ସମୟ ଯାଏ କ୍ଷମତାରେ ଥିଲା କଂଗ୍ରେସ, ଏହାସତ୍ତ୍ୱେ ଓଡ଼ିଶାକୁ ତା’ର ଅଧିକାର ମିଳିଲାନି

You might also like