ରାପିଡ୍ ଆଣ୍ଟିଜେନ୍ ଓ RT-PCR ଟେଷ୍ଟ ନେଇ ଘରୋଇ ହସ୍ପିଟାଲକୁ ସ୍ୱାସ୍ଥ୍ୟ ବିଭାଗର ଚିଠି, ଲ୍ୟାବ ଆଣ୍ଟିଜେନ, RT-PCR ଟେଷ୍ଟ କରିପାରିବେ, ଆଣ୍ଟିଜେନ ଟେଷ୍ଟ ପାଇଁ ସରକାରଙ୍କ ଧାର୍ଯ୍ୟ ୪୫୦ ଟଙ୍କା ଓ RT-PCR ଟେଷ୍ଟ ପାଇଁ ମଧ୍ୟ ଧାର୍ଯ୍ୟ ଦାମ ନେବେ

You might also like