ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ NCPCR ସଦସ୍ୟ ୟଶୱନ୍ତ ଜୈନ: କହିଲେ, ସେଲଟର ହୋମରେ ଶିଶୁଙ୍କ ସୁରକ୍ଷା ନେଇ ଗାଇଡ଼ଲାଇନ ଦେଇଥିଲୁ, ସୁପାରିଶ ଅନୁସାରେ ପାଳନ କରାଯାଇନି, ଆମ ଟିମ୍ ଯାଞ୍ଚ କରୁଛି, ଯିଏବି ଖିଲାପ କରିଥିବ କାର୍ଯ୍ୟାନୁଷ୍ଠାନ ହେବ

You might also like