ରାଜ୍ୟ ମହିଳା କମିଶନ ସଦସ୍ୟା ତିଳୋତ୍ତମା ନାୟକ: କହିଲେ- ବବି ବାବୁ ଟିକେଟ କଥା ବୁଝୁଥିବା ଶୁଣି ତାଙ୍କ ଘରକୁ ଯାଇଥିଲି, ମୋ ଭଳି ଆଉ କିଛି ମହିଳା ମଧ୍ୟ ଆସିଥିଲେ, ସେ ମହିଳାଙ୍କୁ ଗାଳି ଦେଉଥିଲେ, ଏହାର ପ୍ରତିବାଦ କରିବାରୁ ମୋତେ ବି ଗାଳିଗୁଲଜ କଲେ

You might also like