ରାଜ୍ୟର ୧୬୦ ସେସନ ସାଇଟରେ ହେବ କରୋନା ଟିକାକରଣ। ସରକାରୀ ଓ ଘରୋଇ ହସ୍ପିଟାଲ, CHC, PHCରେ ଟିକାକରଣ କରାଯିବ। ପ୍ରତି ସାଇଟରେ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । Edited By OTV Khabar Bureau | By OTV KHABAR BUREAU Last updated Jan 10, 2021 Share Share