ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୫ ଜଣଙ୍କ ମୃତ୍ୟୁ ଓ ୭ ଆହତ, ଢେଙ୍କାନାଳ ୨ ମହିଳା, ରାୟଗଡ଼ା ଜିଲ୍ଲା ଗୁଣପୁର ଘଣାତ୍ରୀରେ ସ୍ତ୍ରୀ ମୃତ, ସ୍ୱାମୀ ଓ ପୁଅ ଗୁରୁତର, ପାଟଣାଗଡ଼ ରେଣ୍ଟାସିଲ୍ ଗାଁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ, ବାରିପଦା ସାରସକଣା ବ୍ଲକ କୁଆଁରଡିହି ଗାଁ ବଜ୍ରପାତ ଯୋଗୁ ଜଣେ ମୃତ, ଅନ୍ୟ ୫ ଆହତ

You might also like