ରାଜ୍ୟରେ ୨୪ ଘଣ୍ଟାରେ ୨୧୮ କରୋନା ପଜିଟିଭ୍ ଚିହ୍ନଟ, ୨୧୮ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୧୨୯, ଲୋକାଲ୍ କେସ୍- ୮୯ ଚିହ୍ନଟ ହୋଇଛନ୍ତି। ବରଗଡ଼ ଜିଲ୍ଲାରୁ ସର୍ବାଧିକ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

You might also like