ରାଜ୍ୟରେ ୨୪ ଘଣ୍ଟାରେ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ । ୬୫ ମଧ୍ୟରୁ କ୍ୱାରେଣ୍ଟିନରୁ ୩୭, ଲୋକାଲ କଣ୍ଟାକ୍ଟ କେସ୍- ୨୮ । ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୩୮ ହଜାର ୩୨୩କୁ ବୃଦ୍ଧି । ଆକ୍ଟିଭ- ୬୨୨, ସୁସ୍ଥ ହେଲେଣି ୩ ଲକ୍ଷ ୩୫ ହଜାର ୭୩୦ ଆକ୍ରାନ୍ତ ।

You might also like