ରାଜ୍ୟରେ ନୂଆ ୯୧ ଆକ୍ରାନ୍ତ ଚିହ୍ନଟ: ଗଞ୍ଜାମରୁ ୧୫ ଚିହ୍ନଟ ପରେ ପଜିଟିଭ୍ ସଂଖ୍ୟା ୨୯୨ ଛୁଇଁଲା , ଭଦ୍ରକ ଜିଲ୍ଲାରେ ୨୮ ବଢ଼ି ପଜିଟିଭ୍ ସଂଖ୍ୟା ୭୪ ହେଲା, ବାଲେଶ୍ୱର ଜିଲ୍ଲାରେ ଆଉ ୧୭ ଚିହ୍ନଟ ପରେ ସଂଖ୍ୟା ହେଲା ୧୧୯, କେନ୍ଦ୍ରାପଡ଼ା ଜିଲ୍ଲାରେ ଆଉ ଜଣେ ଚିହ୍ନଟ, ସଂଖ୍ୟା ଛୁଇଁଲା ୨୭

You might also like