ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ୯୧ କରୋନା ଆକ୍ରାନ୍ତ ମଧ୍ୟରୁ ଜଣେ ସୁନ୍ଦରଗଡ଼ର: ସେ ୬୨ ବର୍ଷୀୟ ବୃଦ୍ଧ, ବିପିୟୁଟି କ୍ୱାରେଣ୍ଟିନ୍‌ କେନ୍ଦ୍ରରେ ଥିଲେ, ଆନ୍ଧ୍ରରୁ ସେ ଫେରିଥିବା ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସୂଚନା

You might also like