ରାଜ୍ୟରେ କରୋନା ସ୍ଥିତି ନେଇ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ- ରାଜ୍ୟରେ ଏଯାବତ ୨୨୧୫ଟି ସାମ୍ପଲ ପରୀକ୍ଷା କରାଯାଇଛି, ୪୨ଟି ପଜିଟିଭ ମିଳିଛି, ୨ ଜଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି; ଆକ୍ରାନ୍ତଙ୍କ ମଧ୍ୟରୁ କାଲି ଜଣଙ୍କର ମୃତ୍ୟୁ ଘଟିଛି

You might also like