ରାଜ୍ୟରେ କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଲେ- କୁମ୍ଭମେଳା ଫେରନ୍ତାଙ୍କ ତାଲିକା ସବୁ ଜିଲ୍ଲା ପ୍ରଶାସନକୁ ପଠାଇ ଦିଆଯାଇଛି। ସେମାନଙ୍କ ପାଇଁ କ୍ୱାରେଣ୍ଟିନ ବାଧ୍ୟତାମୂଳକ

You might also like