ରାଜ୍ୟରେ କରୋନା ନେଇ NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଲେ- ଓଡ଼ିଶାବାସୀଙ୍କ ଶୃଙ୍ଖଳା ଓ ଅନୁଶାସନ ପାଇଁ କରୋନା ଅପେକ୍ଷାକୃତ କମ, ଭାରତରେ ପଜିଟିଭ ହାର ୫% ରହିଥିବା ବେଳେ ଓଡ଼ିଶାରେ ୧.୦୮%; ଦିଲ୍ଲୀରେ ପଜିଟିଭ ହାର ଦେଶରେ ସର୍ବାଧିକ ୧୧% ରହିଛି; ଲୋକଙ୍କ ତ୍ୟାଗ ଓ ଅନୁଶାସନ ପାଇଁ କରୋନା ସଂକ୍ରମଣରେ ରୋକ ଲାଗିଛି

You might also like