ରାଜ୍ୟରେ କଂଗ୍ରେସ ସରକାର ଗଢିଲେ କୃଷି ଋଣ ଛାଡ଼ କରିବ, ୫ ବର୍ଷ ଯାଏଁ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବ, ଓଡ଼ିଶା ସରକାର ଛତିଶଗଡ଼ ସରକାରଙ୍କ ଠାରୁ ଶିଖନ୍ତୁ,ଚାଷୀଙ୍କୁ ବୋନସ୍ ଦିଅନ୍ତୁ: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

You might also like