ରାଜ୍ୟରେ ଆଉ ୧୫ କରୋନା ପଜିଟିଭ୍‌ ଚିହ୍ନଟ, ସେଥିମଧ୍ୟରୁ ପ୍ରଥମକରି ବୌଦ୍ଧ ଜିଲ୍ଲାରେ ୩ ଜଣ, ଯାଜପୁରରେ ୧, ଗଞ୍ଜାମରେ ୭, ଅନୁଗୁଳରେ ୨ ଓ ପୁରୀରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭କୁ ବୃଦ୍ଧି

You might also like