ରାଜ୍ୟରେ ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ଘଟଣା; ସଂକ୍ରମଣ ରୋକିବା ପାଇଁ DMET ପକ୍ଷରୁ ମାର୍ଗଦର୍ଶିକା ଜାରି, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସମସ୍ତ ଗାଇଡ୍‌ଲାଇନ ପାଳିବାକୁ ନିର୍ଦ୍ଦେଶ, ଘରୋଇ ହସ୍ପିଟାଲକୁ ବି ମାନିବାକୁ ପରାମର୍ଶ, ନୋଡାଲ ଅଫିସରଙ୍କ ବିସ୍ତୃତ ତଥ୍ୟ ଦେବାକୁ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ

You might also like