ରାଜନୈତିକ କାର୍ଯ୍ୟପନ୍ଥା ଓ ବହି ଉନ୍ମୋଚନ ସଂପର୍କରେ ବୈଜୟନ୍ତ ପଣ୍ଡା କହିଲେ-ଓଡ଼ିଶାରେ ଭ୍ରଷ୍ଟାଚାର, ହିଂସାକାଣ୍ଡ ବଢ଼ିଛି; ପ୍ରତି ସପ୍ତାହରେ ଏମିତି ଘଟୁଛି, କିଛି କାର୍ଯ୍ୟାନୁଷ୍ଠାନ ହେଉନି ଓ ଅଭିଯୁକ୍ତମାନେ ଛାଡ଼ ପାଉଛନ୍ତି, ଅଭିଯୁକ୍ତମାନେ ଛାଡ଼ ପାଇବାକୁ ରାଜନେତାମାନେ ସ୍ୱାଗତ କରୁଛନ୍ତି, ଏସବୁ ଭଲ ନୁହେଁ

You might also like