ରାଜନୈତିକ କାର୍ଯ୍ୟପନ୍ଥା ଓ ବହି ଉନ୍ମୋଚନ ସଂପର୍କରେ ବୈଜୟନ୍ତ ପଣ୍ଡା କହିଲେ-ସାଧାରଣ ଲୋକେ ଭ୍ରଷ୍ଟାଚାର ଯୋଗୁ ହଇରାଣ ହେଉଛନ୍ତି, ପରିବର୍ତ୍ତନ ଲୋଡ଼ା; ମୁଁ କେଉଁ ରାଜନୈତିକ ଦଳରେ ଯୋଗଦେବି ତାହା ମୁଖ୍ୟ ପ୍ରଶ୍ନ ନୁହେଁ, ଦୁର୍ନୀତି ବିରୋଧରେ ଯିଏ ଲଢ଼ିବାକୁ ଆଗ୍ରହୀ, ମୁଁ ତାଙ୍କ ସହ ଯୋଗଦେବି

You might also like