ରାଜଧାନୀ ଉପକଣ୍ଠ ପଞ୍ଚପଲ୍ଲୀ ଗାଁ ନିକଟରୁ ୫ ଡକାୟତ ଗିରଫ, ଡକାୟତି ଯୋଜନା ଖବର ପାଇ ଚଢ଼ଉ କରିଥିଲା ଏୟାରଫିଲ୍‌ଡ ଥାନା ପୁଲିସ; ଗୋଟିଏ ବନ୍ଧୁକ, ୨ ଗୁଳି, ନଗଦ ଟଙ୍କା, ଅନ୍ୟାନ୍ୟ ମାରଣାସ୍ତ୍ର ଓ ଲଙ୍କାଗୁଣ୍ଡ ଜବତ

You might also like