ରାଉରକେଲା: ରଘୁନାଥପାଲୀ ଆଇଡିଏଲ୍ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କଲା ଫ୍ଲାଇଂ ସ୍କ୍ୱାଡ୍; କାଲି ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ରଘୁନାଥପାଲୀ ଯାଇଥିଲେ, ହେଲିପ୍ୟାଡରେ ହେଲିକପ୍ଟର ପହଞ୍ଚିବା ପରେ ସୁଟକେସ୍ ଓ ଏୟାରବ୍ୟାଗ୍ ଯାଞ୍ଚ କରିଥିଲା ସ୍କ୍ୱାଡ୍

You might also like