ରାଉରକେଲା; ମନ୍ଦିରା ଡ୍ୟାମ୍‌ର ସମସ୍ତ ୧୧ଟି ଗେଟ୍‌ ଖୋଲିଲା। ସକାଳେ ୫ଟି ଗେଟ୍‌ ଖୋଲିଥିଲା। ଏବେ ଆଉ ୬ଟି ଗେଟ୍‌ ଖୋଲାଗଲା, ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପରାମର୍ଶ, ସମସ୍ତ ଗେଟ୍‌ ଖୋଲିଯିବାରୁ ବ୍ରାହ୍ଣଣୀ ନଦୀର ଜଳସ୍ତର ବୃଦ୍ଧି

You might also like