ରାଉରକେଲା: ବିଶ୍ରା ସଦରର ମାର୍କେଟ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ଏଠାରୁ ୨ କରୋନା ପଜିଟିଭ ଚିହ୍ନଟ ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ନେଲେ ଏହି ପଦକ୍ଷେପ, ୪୮ ଘଣ୍ଟା ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ

You might also like