ରାଇରଙ୍ଗପୁର : ମୟୂରଭଞ୍ଜ ବହଳଦା ଥାନା ବହଳଦା ବଜାରରେ ପୁଲିସର ରେଡ୍। ଏକ ଗୋଦାମରେ ଚଢ଼ଉ କରି ଗୋଟିଏ ଟ୍ରକରୁ ପ୍ରାୟ ୩୦୦ ପେଟି ବିଦେଶୀ ମଦ ଜବତ କରିଛି ପୁଲିସ

You might also like