ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିରଞ୍ଜନଙ୍କ ପ୍ରତିକ୍ରିୟା; ଏହା ପ୍ରଭୁ ଜଗନ୍ନାଥଙ୍କର ଇଚ୍ଛା ବୋଲି କହିଲେ ପିସିସି ସଭାପତି, କରୋନା ଆରମ୍ଭରୁ କହିଛୁ ଲୋକସ୍ୱାର୍ଥ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ଦେବୁ, କୋର୍ଟ କହିବା ପରେ ତା ଉପରେ ଆଉ କିଛି କହିବାର ଆବଶ୍ୟକ ନାହିଁ ବୋଲି କହିଲେ ନିରଞ୍ଜନ

You might also like