ରତ୍ନଭଣ୍ଡାର ଯାଞ୍ଚ ପରେ ବାହାରକୁ ବାହାରିଲେ ତଡ଼ଉ କରଣ ହିମାଂଶୁ ପଟ୍ଟନାୟକ : କହିଲେ- ବିଧି ମୁତାବକ ଯାଞ୍ଚ କାର୍ଯ୍ୟ କରାଯାଇଛି, କେବଳ ବାହାର ଭଣ୍ଡାର ଯାଞ୍ଚ ହେଲା, ଭିତର ହେଲାନି, ଭଣ୍ଡାର ଘର ଛାତରେ ଫାଟ ରହିଥିବା ଦେଖିପାରିଲୁ Edited By OTV Khabar Bureau | By OTV KHABAR BUREAU Last updated Apr 4, 2018 Share Share