ଯୌତୁକ ନିର୍ଯାତନା ଅଭିଯୋଗରେ ସେନାର ଜଣେ ଅଧିକାରୀ ଗିରଫ, ପତ୍ନୀଙ୍କ ଅଭିଯୋଗ ପରେ ମେଜର ସୌମ୍ୟ ପତିଙ୍କୁ ଗିରଫ କଲେ ଭୁବନେଶ୍ୱର ମହିଳା ଥାନା ପୋଲିସ, ମେଜର ସୌମ୍ୟ ପତି ଫରିଦାବାଦରେ କାର୍ଯ୍ୟରତ ସୂଚନା, ଯୌତୁକ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ

You might also like