ଯେଉଁ ସଂଖ୍ୟାରେ ହିଂସା ବଢୁଛି, ତାହା ତୁଳନାରେ ଦଣ୍ଡ କମ୍ ହେଉଛି। ଡିଜିପିଙ୍କୁ ଏକ ତଥ୍ୟ ସମ୍ବଳିତ ଚିଠି ଲେଖିଲେ ଏମପି ଅପରାଜିତା ଷଡଙ୍ଗୀ । ନିକଟ ଅତୀତରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ସଂଖ୍ୟା ବଢିଥିବା ନେଇ ଦେଲେ ସୂଚନା

You might also like