ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଲେ- ହଟସ୍ପଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ହୋଇଛି, ପଜିଟିଭ ବାହାରିଲେ କଣ୍ଟେନମେଣ୍ଟ ଓ ତା ପାଖ ବଫର ଜୋନ ହେବ; କଣ୍ଟେନମେଣ୍ଟ ଜୋନରେ ଘରକୁ ଘର ସର୍ଭେ କରାଯାଇ ତନଖି ହେବ, ସାମାନ୍ୟ ଲକ୍ଷଣ ଦେଖାଗଲେ ସାମ୍ପଲ ନିଆଯାଇ ଟେଷ୍ଟ କରାଯିବ

You might also like