ଯାଜପୁର : ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଯାଜପୁର ଅବକାରୀ ଅଧିକ୍ଷକ ଅଭୟ ପଞ୍ଜର ସାହୁ, ଲାଇସେନ୍ସ ନବୀକରଣ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ପୂର୍ବରୁ କେନ୍ଦୁଝରରେ ଥିଲା ବେଳେ ବି ଭିଜିଲାନ୍ସ ଜାଲରେ ପଡ଼ିଥିଲେ

You might also like
Comments
Loading...