ଯାଜପୁର: ଜିଲ୍ଲାର ଯାଜପୁର, ବ୍ୟାସନଗର, ଚଣ୍ଡିଖୋଲ, ପାଣିକୋଇଲିରେ ୪୮ ଘଣ୍ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ, ଆଜି ରାତି ୮ଟାରୁ ୬ ତାରିଖ ରାତି ୮ଟା ଯାଏ ସଟ୍‌ଡାଉନ୍‌ ରହିବ

You might also like