ଯାଜପୁର: କଳିଙ୍ଗନଗରସ୍ଥିତ ସିମେଣ୍ଟ କାରଖାନା ସମ୍ମୁଖରେ ଧାରଣା; କମ୍ପାନୀ ପାଇଁ ଜମି ହରାଇଥିବା ପରିବାର ସଦସ୍ୟ ଓ ବେକାରଙ୍କୁ ନିଯୁକ୍ତି ଦାବିରେ ଧାରଣା; ଉତ୍ତେଜନାକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ଫୋର୍ସ ମୁତୟନ

You might also like