ଧର୍ମଶାଳା: ଏକତରଫା ପ୍ରେମକୁ ନେଇ ଯୁବକର ଉନ୍ମତ୍ତକାଣ୍ଡ; ଗାଁ ମନ୍ଦିର ନିକଟକୁ ଡାକି ଯୁବତୀଙ୍କୁ ଭୁଜାଲିରେ ହାଣିବା ପରେ ନିଜକୁ ବି ହାଣିଲା, ଗୁରୁତର ଅବସ୍ଥାରେ ଯୁବତୀ କଟକ ସ୍ଥାନାନ୍ତର, ଆକ୍ରମଣକାରୀ ଯୁବକ ଧର୍ମଶାଳା ହସ୍ପିଟାଲରେ ଭର୍ତ୍ତି

You might also like