ଯାଜପୁରେ ଚିହ୍ନଟ ହୋଇଥିବା ୬ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୫୨,୨୩,୪୯,୫୭ ୩୯ ଓ ୫୦ ରହିଛି। ଏମାନେ ସମସ୍ତେ କୋଲକାତାରୁ ଫେରିଥିଲେ। ଏହି ୬ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଛି।

You might also like