ଯାଁଳା ଫାଣ୍ଡି ପରିସର କାର୍ ଭିତରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା : କଙ୍କାଳ ଦେଖି ଅଙ୍କା ଯାଇଥିବା ମହିଳାଙ୍କ ପ୍ରଥମ ସ୍କେଚ୍ ହସ୍ତଗତ ହେଲା । ବେଙ୍ଗଲୁରୁର ବିଶେଷଜ୍ଞଙ୍କ ଦ୍ୱାରା ଅଙ୍କା ଯାଇଛି ମହିଳାଙ୍କ ସ୍କେଚ୍ ।

You might also like