ମୋହନା: ମୋହନା ଥାନା ଅନ୍ତରବା କନ୍ୟାଶ୍ରମ ହଷ୍ଟେଲ ଛାଡ଼ି ଚାଲିଗଲେ ୩୦ ଜଣ ଛାତ୍ରୀ; ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ଛାଡ଼ିଥିବା ସୂଚନା, କାରଣ ଅସ୍ପଷ୍ଟ, ତଦନ୍ତ ପରେ ଜଣାପଡିବ ବୋଲି କହିଲେ ଡିଇଓ

You might also like