ମୋହନା: ଗଣ୍ଡାହାତୀରୁ ପିକ୍‌ନିକ୍‌ ସାରି ଭଞ୍ଜନଗର ଫେରୁଥିବା ବେଳେ ରାଇଗଡ଼ ଥାନା ମାର୍ଲବା ଘାଟିରୁ ପ୍ରାୟ ୫୦ ଫୁଟ୍‌ ତଳକୁ ଖସିପଡ଼ିଲା ବୋଲେରୋ, ୮ ଜଣ ଆହତ; ସମସ୍ତେ ଖଜୁରୀପଡ଼ା ମେଡିକାଲରେ ଭର୍ତ୍ତି

You might also like