ମୋହନା: ଅନ୍ତରାଙ୍ଗ କନ୍ୟାଶ୍ରମରୁ ନିଖୋଜ ସମସ୍ତ ୨୯ ଛାତ୍ରୀଙ୍କୁ ଟାଙ୍କିଲିପଦର ଗାଁ ନିକଟ ଏକ କୁଡ଼ିଆରୁ ଉଦ୍ଧାର କଲା ପ୍ରଶାସନ, ଉଦ୍ଧାର ଛାତ୍ରୀଙ୍କୁ ଚନ୍ଦ୍ରଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ରଖାଯାଇଛି, ବୁଝାସୁଝା କରି ହଷ୍ଟେଲ ଫେରାଇ ଆଣିବାକୁ ଉଦ୍ୟମ, ସୂଚନା ଦେଲେ ଆର. ଉଦୟଗିରି ଏସ୍‌ଡିପିଓ ଅନୀଲ ପ୍ରଧାନ

You might also like