ମେ ୧୨ରୁ ରେଳ ସେବା ଆରମ୍ଭ, କାଲିଠୁ ବୁକିଂ, ମେ ୧୨ରୁ ପାସେଞ୍ଜର ଟ୍ରେନ୍ ଯାତ୍ରା ନେଇ ରେଲୱେର ଯୋଜନା, ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡ଼ା ଟ୍ରେନ୍‌ ଚାଲିବ, କାଲି ଅପରାହ୍ନ ୪ଟାରୁ ରିଜର୍ଭେସନ ସୁବିଧା ମିଳିବ, ରିଜର୍ଭେସନ ସୁବିଧା କେବଳ IRCTC ୱେବ୍‌ସାଇଟ୍‌ରେ ଉପଲବ୍‌ଧ ହେବ, ଟିକେଟ୍‌ କାଉଣ୍ଟରରେ ଟିକେଟ୍‌ ମିଳିବନି ତାହା ବନ୍ଦ ରହିବ

You might also like