ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କହିଲେ-ବାହାରୁ ଆସୁଥିବା ପ୍ରବାସୀ କ୍ୱାରେଣ୍ଟିନ‌ ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ; ଦୂର ଜିଲ୍ଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟିନରେ ରଖାଯିବ, କ୍ୱାରେଣ୍ଟିନ ଅବଧି ବୃଦ୍ଧି ସହ ସରକାରୀ ସହାୟତା ଦିଆଯିବନି

You might also like