ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କହିଲେ- ବିନା ପାସ୍‌ରେ ସୀମାକୁ ବସ୍‌କୁ ପ୍ରବେଶ ଅନୁମତି ମିଳିବନି; ବସ୍‌ରେ ମାତ୍ରାଧିକ ପ୍ରବାସୀ ଥିଲେ ଅନୁମତି ମିଳିବନି, ମାତ୍ରାଧିକ ଯାତ୍ରୀ ଥିବା ବସକୁ ଫେରାଇ ଦିଆଯିବ, ନିର୍ଦ୍ଧାରିତ ରୁଟ୍‌ରୁ ଭୁଲ୍ ରୁଟ୍‌ରେ ଗଲେ ବସ୍ ସିଜ୍ ହେବ

You might also like