ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରଟ ଗସ୍ତ ନେଇ କଟାକ୍ଷ କଲେ ଶ୍ରୀକାନ୍ତ ଜେନା,କହିଲେ- ଓଡ଼ିଶାରେ କାମଧନ୍ଦା ନପାଇ ଲକ୍ଷ ଲକ୍ଷ ଯୁବକ ଦାଦନ ଯାଉଛନ୍ତି, ନବୀନ ବି ଦାଦନରେ ନାଁ ଲେଖାଇଛନ୍ତି, ବାହାରକୁ ଯାଇଛନ୍ତି,ନବୀନ ଭୋଟ ଭିକ ମାଗିବାକୁ ସୁରଟ ଯାଇଛନ୍ତି

You might also like