ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ-ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି,ନିର୍ବାଚନ ଆସିବାରୁ ସୁରଟ ଗସ୍ତ କରୁଛନ୍ତି,୧୯ ବର୍ଷ ହେଲା ପ୍ରବାସୀ ଓଡ଼ିଆଙ୍କ ପାଇଁ ଚିନ୍ତା କରିନ ଥିଲେ,ମୁଖ୍ୟମନ୍ତ୍ରୀଙ୍କ ଜିଦ୍ ଓଅହଙ୍କାର ପାଇଁ ପ୍ରବାସୀ ଓଡ଼ିଆ କ୍ଷତିଗ୍ରସ୍ତ ହେଉଛନ୍ତି

You might also like