ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଦାମଙ୍କ ମନ୍ତବ୍ୟ ନେଇ ଅଶୋକ ପଣ୍ଡାଙ୍କ ପ୍ରତିକ୍ରିୟା: କହିଲେ- ଦାମ ବାବୁ ଅନେକ ସମୟରେ ଅନେକ ମନ୍ତବ୍ୟ ଦେଉଛନ୍ତି, ସେ ଯେଉଁ ଆକଳନ କରୁଛନ୍ତି, ସେଥିରେ ଓଡ଼ିଶାବାସୀ ନାହାନ୍ତି, ଦାମ ବାବୁଙ୍କ ଗଣିତ ଭୁଲ୍ ହୋଇଯିବ

You might also like