ମାସ୍କ କିଣାକୁ ନେଇ ଜବାବ ରଖିଲା ବିଜେଡି, ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଲେ, ରାଜ୍ୟ ସରକାରଙ୍କ ସଫଳତାକୁ ସହି ପାରୁନାହାନ୍ତି ବିଜେପି ଓ କଂଗ୍ରେସ, ସାଢ଼େ ୪ କୋଟି ଲୋକଙ୍କ ତ୍ୟାଗକୁ ଉପହାସ କରି ଅଭିଯୋଗ ଆଣୁଛନ୍ତି। ଏଭଳି ସ୍ଥିତିରେ ଶସ୍ତା ରାଜନୀତି ନକରିବାକୁ କହିଲା ବିଜେଡି

You might also like