ମାଲକାନଗିରି, ବୀରମିତ୍ରପୁର ଘଟଣା: ବିଜେପି ନେତା ପୃଥ୍ୱୀରାଜ କହିଲେ ଉଭୟ ଘଟଣାରେ ପୋଲିସ୍ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି ପୀଡ଼ିତା, ରାଜ୍ୟ ସରକାର ଗମ୍ଭୀରତାର ସହ ନେଇ ନାହାନ୍ତି, ଉଭୟ ଘଟଣାରେ ନ୍ୟାୟ ପ୍ରଦାନ ଲାଗି ବିଜେପି ଆନ୍ଦୋଳନ ଚଳାଇବ, SIT ଗଠନ କରି ସରକାର ସତ୍ୟତାର ଖୁଲାସା କରନ୍ତୁ ବୋଲି ଦାବି

You might also like