ମାଲକାନଗିରି: ବଣ୍ଡା ଯୁବକକୁ ଅପହରଣ କରି ପିଟିଲେ ମାଓବାଦୀ, ଖଇରପୁଟ ଥାନା ଫୁସୁଲଗୁଡ଼ାର ଯୁବକ ଭାସ୍କର କିର୍ସାନୀଙ୍କୁ ମାଡ଼,୨ ଦିନ ତଳେ ଭାସ୍କରକୁ ଗାଁ ପାଖରୁ ଉଠାଇ ନେଇଥିଲେ ମାଓବାଦୀ 

You might also like