ମାଲକାନଗିରି: ପୋଲିସ କ୍ୟାଣ୍ଟିନରେ କାର୍ଯ୍ୟରତ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣା, ମାଲକାନଗିରି ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା, ତଦନ୍ତ ଅଗ୍ରଗତି ନେଇ ଏସ୍ପିଙ୍କୁ ରିପୋର୍ଟ ମାଗିଲେ ଅଧ୍ୟକ୍ଷା, ତଦନ୍ତର ସ୍ଥିତି ନେଇ ନିଜେ ମାଲକାନଗିରି ଯିବେ କହିଲେ କମିଶନ ଅଧ୍ୟକ୍ଷା

You might also like