ମାର୍ଶାଘାଇ ତହସିଲ ମଣିକୁଣ୍ଡାରେ ନିର୍ମାଣାଧୀନ ପ୍ରକଳ୍ପକୁ ନେଇ କେଁ, ଡିସେମ୍ବର ୮ରେ ଜଳ ଯୋଗାଣ ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ଜମି ହୋଇଥିଲେ ବି ପରିବେଶ ମଞ୍ଜୁରୀ ନିଆ ଯାଇନଥିଲା, ପ୍ରକଳ୍ପ ପାଇଁ ଆବଶ୍ୟକ ମଞ୍ଜୁରୀ ନଥିବା ଏନ୍‌ଜିଟିରେ ଅଭିଯୋଗ ହୋଇଥିଲା

You might also like