ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ଅଭିଯୋଗକୁ ସ୍ୱୀକାର କଲେ ବୋର୍ଡ କର୍ତ୍ତୃପକ୍ଷ: ବୋର୍ଡ ସଭାପତି ଜାହାନ ଆରା ବେଗମ କହିଲେ- ପରୀକ୍ଷା ଆରମ୍ଭ ହେବା ପରେ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଛି, ଦୁଃସ୍ଥ ମାନସିକତା ଯୋଗୁ ପ୍ରଶ୍ନପତ୍ର ଭାଇରାଲ୍ ହେଉଛି, ଘଟଣାର ତଦନ୍ତ କରାଯିବ

You might also like