ମହିଳା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ମହିଳା ସଭାନେତ୍ରୀ ସୁମିତ୍ରା ଜେନା କହିଲେ- ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ, ଘଟଣାକୁ ନେଇ ଆଗାମୀ ଅଧିବେଶନରେ ବିଧାନସଭା ଘେରାଉ କରାଯିବ

You might also like